
ବେଲଗୁଣ୍ଠା , ୨୧/୦୬/୨୨ ( ଜିଲ୍ଲା ଖବର ) : ରାହୁଲ ଗାନ୍ଧୀଙ୍କୁ ମିଥ୍ୟା ଅଭିଯୋଗ ରେ ଇଡି ର ବାରମ୍ବାର ଜେରା, AICC ମୁଖ୍ୟ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ପୋଲିସ ର ଲାଠି ଚାର୍ଜ ଏବଂ ଅଗ୍ନିପଥ ଯୋଜନା ମାଧ୍ୟମରେ ଚାରିବର୍ଷୀୟା ସେନା ନିଯୁକ୍ତି ଯୋଜନା ସବୁକୁ ବିରୋଧ କରି ବେଳଗୁଣ୍ଠା କଂଗ୍ରେସ ବେଳଗୁଣ୍ଠା ରେ ଥିବା ମୂଖ୍ୟ ଡାକଘର ଘେରାଉ କରିଥିଲେ।


ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଆହ୍ବାନ ରେ ବେଳଗୁଣ୍ଠା କଂଗ୍ରେସ ସଭାପତି ସନ୍ତୋଷ ପଟ୍ଟନାୟକ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।



କେନ୍ଦ୍ର ସରକାରଙ୍କ ବିନା କାରଣରେ ରାହୁଲ ଗାନ୍ଧୀ ପରିବାରକୁ ଆକ୍ରୋସ ମୂଳକ ହଇରାଣ କରିବା ED ର ସମନ ଦେଇ ଜେରା କରିବା ।ଆଗରୁ କଂଗ୍ରେସ କରିଥିବା ସେନା ଯୋଜନାରେ ସୈନ୍ୟବାହିନୀରେ ଅଧା ଦରମା ଦେବା ପେନସନ କାଟିବା






ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱରେ ଉପସଭାପତି ସନ୍ତୋଷ କୁମାର ସାହୁ ପୁରାତନ ଅଦକ୍ଷ ରାଧଶ୍ୟାମ ମହାପାତ୍ର ବିପିନ ମହାପତ୍ର ଆଲୋକ ନାଥ ପତି , ସନ୍ତୋଷ ଦିଗାଲ , ବିଜୟ ଡାକୁଆ ଦେବୀ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।


