Saturday, October 10, 2026
Home ଆଞ୍ଚଳିକ କର ଯୋଗ ,ରୁହ ନିରୋଗ l

କର ଯୋଗ ,ରୁହ ନିରୋଗ l

26

ଆସିକା , ୨୧/୦୬/୨୨ ( ଜିଲ୍ଲା ଖବର ) : ଆସିକା ପତଞ୍ଜଳି ଯୋଗ ସମିତି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଥିଲା।ଏହି ଅବସରରେ ଅଂଚଳର ଦିବ୍ୟାଙ୍ଗ ଓ ଶତାୟୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରି ସେମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ କରାଯାଇଥିଲା।

ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ କରାଯାଇ ମନ୍ତ୍ରପାଠ ପରେ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା।

ମଞ୍ଚାସୀନ ଅତିଥିମାନେ ଭାଷଣ ପ୍ରସଙ୍ଗରେ “କର ଯୋଗ ,ରୁହ ନିରୋଗ “କୁ ଅଧିକ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିଲେ।