
ନୂଆଦିଲ୍ଲୀ, ୨୫/୧୨ ; ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । “ଭାରତ ମାତାର ସେବାରେ ନିଜ ଜୀବନ ସମର୍ପିତ କରିଥିବା ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜନ୍ମ ତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି।ଶିକ୍ଷା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଯୋଗଦାନ ସହିତ ସ୍ଵାଧୀନତା ଆନ୍ଦୋଳନରେ ମଧ୍ୟ ପ୍ରମୁଖ ଭୂମିକା ରହିଥିଲା।ତାଙ୍କ ଆଦର୍ଶ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଯୋଗାଉଥିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।



