Home ଆଞ୍ଚଳିକ ପଠାନଗୁଡା ଛକ ନିକଟରେ ବୁଲୁଚି ଭାଲୁ ।

ପଠାନଗୁଡା ଛକ ନିକଟରେ ବୁଲୁଚି ଭାଲୁ ।

113

ନବରଙ୍ଗପୁର , ୨୦/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ପଠାନ ଗୁଡା ଛକ ନିକଟରେ

ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି l

ଭାଲୁ ଟି ଖାଦ୍ୟ ଅନ୍ବେଷଣ ରେ ବୁଲୁଥିବାର ଦେଖିବାକୁ ମିଳିଛି l ବଣ ଜଙ୍ଗଲ ରେ ଖାଦ୍ୟ ଅଭାବରୁ ଗାଁ ମୁହାଁ ହେଉଥିବାର ନଜିର ରହିଛି l

କିଛି ଦିନ ପୂର୍ବେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି l ଲୋକେ ଭୟ ରେ ରହୁଥିବାର ସୂଚନା ଦେଇଛନ୍ତି l

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।