ହିଞ୍ଜିଳି ରେ ଆମେଜ ବେଟେରି ଶୁଭ ଆରମ୍ଭ l

173

ହିଞ୍ଜିଳି କାଟୁ, ୨୦/୦୬/୨୨ ( ଜିଲ୍ଲା ଖବର ) : ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା

ଅସୁବିଧା ସମୁଖୀନ ହୁଅନ୍ତି ବହୁତ ଅସୁବିଧା ସମ୍ମୁଖୀନ ମଧ୍ୟମ ଶ୍ରେଣୀ ଲୋକ କାରଣ ଅର୍ଥ ର ଘରେ ଅଭାବ ଥାଏ ।

ଯାହା କି ଘର ପାଇଁ ଗୋଟିଏ ଇନଭେଟର ନେଇ ପାରୁ ନାହାନ୍ତି କିନ୍ତୁ ଏବେ ବଜାର କୁ ନୂତନ ରେ ଆଣିଛି ସ୍ୱଳ୍ପ ମୂଲ୍ୟ ରେ ଘର ପାଇଁ ଇନଭେଟର ।

ଯାହାକୁ ବ୍ରହ୍ମପୁର ର ହୋଟେଲଏହି ବେଟେରି ବିକ୍ରି କରୁଥିବା ଗଂଜାମ ଜିଲ୍ଲାର ସମସ୍ତ ଡିଲର ଡାକି

ଅରୁଣ ମହାପାତ୍ର ନେତୃତ୍ୱ ରେ ଏକ ସଭା କରିଥିଲେ କିପରି ଲୋକେ ସୁଲଭ ଦର ପାଇ ପାରିବେ l