
ଭଞ୍ଜନଗର , ୧୮/୦୬/୨୨ ( ଜିଲ୍ଲା ଖବର ) : ଦିନକୁ ଫିନ ଵୃଦ୍ଧି ପାଉଥିବା ଜେହାଡ଼ି ମାନଙ୍କ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କୁ ବିରୋଧ କରି ଭଞ୍ଜନଗର ବଜରଙ୍ଗ ଦଳ ପକ୍ଷରୁ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଜରୀଆରେ ରାଷ୍ଟ୍ରପତି ଙ୍କୁ ଦିଆ ଯାଇଥିଲା।
ଏଥିରେ ବଜରଙ୍ଗ ଦଳର ପ୍ରମୁଖ କର୍ମୀମାନେ ଯୋଗଦେଇ ଥିଲେ।

ବିଜେପିର ଭଞ୍ଜନଗର ଅଞ୍ଚଳର ନେତା ପ୍ରଦ୍ୟୁମ୍ନ ନାୟକ,ମୁରଲୀ ପଣ୍ଡା, ସୁଧୀର ନାୟକ,ବୁଲୁ ସାହୁ,ନିଲୁ ପ୍ରମୁଖ ଯୋଗଦେଇ ଥିଲେ ।


ନୁପୁର ଶର୍ମା ଓ ନବୀନ ଜିନ୍ଦଲ ନ୍ୟାୟ ବିବାଦୀୟ ମନ୍ତବ୍ୟ ଦ୍ୱାରା ଭାରତରେ ହୋଉଥିବା ଦଙ୍ଗା ଦ୍ୱାରା ନିରୀହ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କୁ ବିରୋଧ କରାଯାଇଥିଲା।


