ମାଓ ସାମଗ୍ରୀ ଜବତ ।

44


କନ୍ଧମାଳ , ୧୩/୦୬/୨୨୦// କନ୍ଧମାଳ ପୋଲିସ କୁ ପୁଣି ମିଳିଲା ସଫଳତା l ଗତ ୮/୦୬/୨୨ < ରେ ଗୋଛlପଡ଼l ଥାନା ଅନ୍ତର୍ଗତ କୋଏର ମାଣ୍ଡୁ ପଞ୍ଚାୟତ ଶସିକେତl ଗ୍ରାମ

ଜଙ୍ଗଲ ରେ ଏସ୍ ଓ ଜି ଓ ଡି ଭି ଫ୍ ର ମିଳିତ କୋମ୍ବିଂ ଅପରେସନ କରୁଥିବା ବେଳେ ୯/୦୬/୨୨ ରିଖ ରେ kkbn ମାଓ

ସଂଗଠନର ମାଓ ସମାଗ୍ରୀ ଯବତ୍ କରାଯାଇଛି l ଏଥିରେ ମେଡିସିନ୍, ହାତ ତିଆରି insas ମ୍ୟାଗାଜିନ୍, ଇଲେକ୍ଟ୍ରି ତାର, ଅପ୍ଟିକାଲ ପାୱାର ଗ୍ୟାସ୍, ଅପ୍ଟିକାଲ ପାୱାର ଚଷମା, ମାଓ ପୋଷାକ , ଛୁରୀ, ଟାଙ୍ଗିଆ ଟିଫିନ ଯିଲଟିନ, ଭଳି ୨୩ ଟି ସମାଗ୍ରୀ ଯବତ୍ କରିଛି ପୋଲିସ l

ଗୋଛlପଡ଼l ଜଙ୍ଗଲ ରେ ଏହି ମାଓ ସମାଗ୍ରୀ ମାଓ ବାଦୀ ଲୁଚେଇ ରଖିଥିଲେ ପୋଲିସ କମ୍ବିଂ ବେଳେ ଏହି ସାମଗ୍ରୀ କୁ ଯବତ୍ କରିଛି କରିବା ସହ କମ୍ବିଂ ଅପରେଶନ କୁ ଜୋରଜାର କରାଯାଉଛି l

ଗୋଛlପଡ଼l ଅଞ୍ଚଳରେ kkbn ମାଓ ସଂଗଠନ ସକ୍ରିୟ ଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି ବିନୀତ ଅଗରୱାଲ l
କନ୍ଧମାଳ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର ।