
ବିଷମକଟକ , ୧୦/୦୬/୨୨ (ଜିଲ୍ଲା ଖବର) : ରାୟଗଡ ଜିଲ୍ଲା ର ଏକମାତ୍ର ମନ୍ତ୍ରୀପଦରେ ଥିବା ଶାନ୍ତ ଶରଳ ବ୍ୟକ୍ତି ଟିଏ ଜଗନ୍ନାଥ ସାରାକା,
ଆଜି ତାଙ୍କର ୪୯ତମ ଜନ୍ମ ଦିବସ ଅବସରରେ

ଜିଲ୍ଲା ସାଧାରଣ ସମ୍ପାଦକ ତଥା ଦଳର ବରିଷ୍ଠ ନେତା ଶ୍ରୀ ଗଗନ ବିହାରୀ ଆଚାର୍ଯ୍ୟ ତଥା ଗୁଣୁପୁର ସଂଗୀତ ମହବିଦ୍ୟାଲୟର ସଭାପତି ଶ୍ରୀ ପଞ୍ଚାନନ ଚୌଧୁରୀ ଆଜି ତାଙ୍କ

ସରକାରୀ ବାସଭବନକୁ ଯାଇ ଜନ୍ମ ଦିନର ହାର୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସେବା ଜାରି ରଖିବାଲାଗି ଅନୁରୋଧ କରିଥିଲେ ।
ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


