ବ୍ୟାଙ୍କ ଦ୍ଵାରା ଋଣ ସଂଯୋଗୀ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

218

ନବରଙ୍ଗପୁର , ୦୮/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ମିଶନ ଶକ୍ତି ହଲ ଠାରେ ଆଜି ସମସ୍ତ ବ୍ୟାଙ୍କ ମାନଙ୍କୁ ନେଇ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ହିତାଧିକାରୀ ମାନଙ୍କୁ ଋଣ ପ୍ରଦାନ କରାଯାଇଛି l

ଯଥା -ଘର ଋଣ,ଶିକ୍ଷା ଋଣ,ମୁଦ୍ରା ଋଣ,ମହିଳା ଏସ ହେଚ ଜି ଗ୍ରୁପ ମାନଙ୍କୁ ମଧ୍ୟ ଋଣ ପ୍ରଦାନ କରାଯାଇଛି l

ଏଥିରେ ମୁଖ୍ୟ ଅତିଥି ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ନବରଙ୍ଗପୁର ଜିଲ୍ଳା ପାଳ ଶ୍ରୀ ଡ଼ କମଳ ଲୋଚନ ମିଶ୍ର, ଉପଜିଲ୍ଲାପାଳ ନବରଙ୍ଗପୁର , PD ଡିଆରଡିଏ ନବରଙ୍ଗପୁର ଶ୍ରୀ ରତ୍ନାକର ସାହୁ ,DSW ନବରଙ୍ଗପୁର ଓ ବିଭିନ୍ନ ବ୍ୟାଙ୍କ ର ଅଧିକାରୀ ଉପସ୍ଥିତ ଥିଲେ ଏବଂ

ଆଗାମୀ ଦିନରେ କିଭଳି ଅଧିକ ରୁ ଅଧିକ ଲୋକ ଋଣ ପାଇ ପାରିବେ ସେ ଦିଗରେ ଦୁଷ୍ଟି ଦେବା ପାଇଁ ଓ ପେନସନ ଭଗି ମାନେ ଯେମିତି ସୁରୁଖୁରୁରେ ପାଇପାରିବେ ସେ ଦିଗରେ ଦୁଷ୍ଟି ଦେବାପାଇଁ ଅନୁରୋଧ କରିଥିଲେ

ବିଧାୟକ ଶ୍ରୀ ପ୍ରଧାନୀ ଏହି କାର୍ଯ୍ୟକ୍ରମକୁ ଲିଡ଼ ବ୍ୟାଙ୍କ ଦ୍ଵାରା ଆୟୋଜିତ କରାଯାଇଥିଲା l

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।