
ପୁରୁଷୋତ୍ତମପୁର , ୦୮/୦୬/୨୨ ( ଜିଲ୍ଲା ଖବର ) : ଜାମୁନି ପଞ୍ଚାୟତ ନିର୍ବାଚନ ସରିଗଲେ ମଧ୍ୟ ନିର୍ବାଚନ ପରର ହିଂସା ଥମିବାର ନା ନେଉ ନାହିଁ, ଏଭଳି ଅଭାବନୀୟ ଘଟଣା ଘଟିଛି । ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜାମୁନୀ ପଞ୍ଚାୟତରେ ମଙ୍ଗଳବାର ରାତିରେ ଯୋଗେଶ ଓତାର ସାଙ୍ଗ ନନ୍ଦିକ ଗ୍ରାମରୁ ନାଚ ଦେଖୁ ଫେରୀଥିଲା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବିରୋଧୀ ଗୋଷ୍ଠି ନିଜ ସାହି ମୁହଁ ରେ ଅତର୍କିତ ଆକର୍ମଣ କରିଥିଲେ ।



ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ହୋଇଥିଲା। ସେଥିରେ ଯୋଗେଶ୍ୱର ବେହେରା ବୟସ ୨୪ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା, ଗୁରୁତର ଆହତ ଅଜିତ ପ୍ରାଣିଗ୍ରାହୀ ପ୍ରଥମେ ବ୍ରହ୍ମପୁର ସେଠାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ ନେଇ ସୂଚନା।




ତେବେ ବର୍ତମାନ ର ସରପଞ୍ଚ ଙ୍କୁ ବିରୋଧୀ ମାନେ ଆକ୍ରମଣ କରିବାକୁ ଯାଉଥିବା ବେଳେ ଯୋଗେଶ ସରପଞ୍ଚ ତାଙ୍କୁ କରିବାକୁ ଯାଇ


ଆପୋଜିଟ ଗୋଷ୍ଠିର ବିରୋଧ ହୋଇ ହତ୍ୟା କରିଥିବାର ଯୋଗେଶ ରମା କହିଛନ୍ତି ।ଶୁଣନ୍ତୁ ଏହାଉପରେ କଣ କହୁଛନ୍ତି ମୃତକଙ୍କ ମା , ମୃତକଙ୍କ ମାମୁଁ ।



