Wednesday, October 14, 2026
Home ଅପରାଧ ଭିଜିଲାନ୍ସ ଜାଲରେ ପୁଣି ଏକ ପୋଲିସ ବାବୁ।

ଭିଜିଲାନ୍ସ ଜାଲରେ ପୁଣି ଏକ ପୋଲିସ ବାବୁ।

146

ଖଲ୍ଲିକୋଟ , ୦୮/୦୬/୨୨ (ଜିଲ୍ଲା ଖବର ) : ଭିଜିଲାନ୍ସ ଜାଲରେ ପୁଣି ଏକ ପୋଲିସ ବାବୁ ।

ଏକ ଏତଲା ଦାୟର କରିବା ପାଇଁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡିର ଏ ଏସ ଆଇ ମାନସ କୁମାର ରାଉତଙ୍କୁ ମାଡ଼ି ବସିଲା ବ୍ରହ୍ମପୁର ଭିଜିଲାନ୍ସ ର ୫ଜଣିଆ ଟିମ ।

ମାନସ ରାଉତଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି କୁ ନେଇ ଅଧିକ ତଦନ୍ତ କରିବ ଭିଜିଲାନ୍ସ ଟିମ ବୋଲି ସୂଚନା ମିଳିଛି ।