Monday, November 16, 2026
Home ଆଞ୍ଚଳିକ ହିଂଜିଳି ନିର୍ବାଚନୀ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ।

ହିଂଜିଳି ନିର୍ବାଚନୀ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ।

90

ହିଞ୍ଜିଳିକାଟୁ , ୦୭/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଂଜିଳି ନିର୍ବାଚନୀ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ।

ହିଂଜିଲିକାଟୁ ଯୁବ କଂଗ୍ରେସ ସଭାପତି ଶ୍ରୀ କଂହେୟା ଲାଲ ସାବତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ହିଂଜିଲି ଉପଖଣ୍ଡ ଚିକିତ୍ସାଳୟ,5T ରେ ରୂପନ୍ତକରଣ ହୋଇଥିବା ବୃନ୍ଦାବନ ବିଦ୍ୟାପୀଠ,

ଜିଲ୍ଲାପାଳ ଙ୍କ ହିଂଜିଲି ରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ଠିକ ସେ ତଦାରଖ ନକରିବା ଇତ୍ୟାଦି ଉପରେ ପ୍ରେସମିଟ କରିଥିଲେ।