Home ଆଞ୍ଚଳିକ ଭିମଭୋଇ ଭିନ୍ନକ୍ଷମ ସାମଥ୍ୟ ଶିବିର।

ଭିମଭୋଇ ଭିନ୍ନକ୍ଷମ ସାମଥ୍ୟ ଶିବିର।

75

ଶେରଗଡ଼ , ୦୬/୦୬/୨୨ ( ଜିଲ୍ଲା ଖବର ) : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗର ନିର୍ଦ୍ଦେଶ କ୍ରମେ

ଶେରଗଡ ବକ୍କ ପକ୍ଷରୁ ସୋମବାର ସ୍ଥାନୀୟ ବକ୍କ ପରିସରରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ ସିବିର ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟ କ୍ରମକୁ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ବିଡ଼ିଓ ଶମ୍ଭୁନାଥ ନନ୍ଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରିଥିଲେ। ଭିନ୍ନକ୍ଷମଙ୍କ ଦକ୍ଷତା,ଦୁଢ଼ ମନୋବଳ ଏବଂ ଆତ୍ୱବିଶ୍ୱାସ ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଆଣିଦେବ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି।

କାର୍ଯ୍ୟ କ୍ରମରେ ରେଳ ପାସ୍ ପାଇଁ ୧୭୪ , ବସ୍ ପାସ୍ ପାଇଁ ୧୭୪ , ଆୟ ପ୍ରମାଣପତ୍ର ପାଇଁ ୯୮ ରାସନ କାଡ଼ ପାଇଁ ୨୭୩ ଲୋନ୍ ନିମନ୍ତେ ୩୯ ଆବେଦନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର , ଡ଼କ୍ତର ଦୟସିନ୍ଧୁ ପରିଡା ,ଡିସସଓ ଶୁଭ୍ରାଂଶୁ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।