Friday, October 16, 2026
Home ଆଞ୍ଚଳିକ ସରକାରୀ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟରେ N.C.C କ୍ୟାଡେଟ ମାନଙ୍କ ଦ୍ବାରା ବିଶ୍ଵ ସାଇକେଲ ଦିବସ ଓ...

ସରକାରୀ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟରେ N.C.C କ୍ୟାଡେଟ ମାନଙ୍କ ଦ୍ବାରା ବିଶ୍ଵ ସାଇକେଲ ଦିବସ ଓ ବିଶ୍ଵ ପରିବେଶ ଦିବସ ପାଳନ।

237

ଆସିକା , ୦୫/୦୬/୨୨ ( ଜିଲ୍ଲା ଖବର ) : ଗତ ୦୩/୦୬/୨୨ ରିଖ ଶୁକ୍ରବାର ଦିବା ୧୦ ଘଣ୍ଟା ସମୟରେ NCC ଅଫିସର ଶ୍ରୀ କୈଳାସ ଗୌଡ଼ଙ୍କ

ନିର୍ଦ୍ଦେଶ କ୍ରମେ ସ୍ତରର ୫୦ ଜଣ NCC କ୍ୟାଡେଟ ମାନଙ୍କୁ ନେଇ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ବିଶ୍ଵ ସାଇକେଲ ଦିବସ ପାଳନ କରାଯାଇଥାଲା ।


ଆଜି ଅର୍ଥାତ୍ ୦୫/୦୬/୨୨ ତାରିଖ ରବିବାର ସକାଳ ୮ .୦୦ ସମୟରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ମହାପାତ୍ରଙ୍କ ଉପସ୍ଥିତିରେ ସ୍କୁଲର NCC ଅଫିସର

ଶ୍ରୀ କୈଳାସ ଗୌଡ଼ଙ୍କ ନିର୍ଦ୍ଦେଶ କ୍ରମେ NCC କ୍ୟାଡେଟ ମାନଙ୍କ ଦ୍ବାରା ବୃକ୍ଷ ରୋପଣ, ବୃକ୍ଷର ସୁରକ୍ଷା ଭଳି ଅନେକ କାର୍ଯ୍ୟ କରି ” ବିଶ୍ଵ ପରିବେଶ ଦିବସ ” ପାଳନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ୧ମ ବର୍ଷ ଓ ୨ୟ ବର୍ଷର କ୍ୟାଡେଟ ମାନେ ଯୋଗ ଦେଇଥିଲେ।