Wednesday, November 11, 2026
Home ଆଞ୍ଚଳିକ ଉତ୍କଳ ସାମ୍ବାଦିକ ସଂଘ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ l

ଉତ୍କଳ ସାମ୍ବାଦିକ ସଂଘ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ l

78

ଭଞ୍ଜନଗର , ୦୪/୦୬/୨୨ ( ଜିଲ୍ଲା ଖବର ) : ଉତ୍କଳ ସାମ୍ବାଦିକ ସଙ୍ଘ ର ଜିଲ୍ଲା ସ୍ତରୀୟ ବୈଠକ ସୋରଡା ଠାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ବକ୍ତା ଭାବେ ସୋରଡା ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜର ୟୁଯେଉ ରାଜ୍ୟ ସଭାପତି,ଶିବ ଶଙ୍କର ପଣ୍ଡା ଅଧ୍ୟକ୍ଷ ସୋରଦା nac, ପ୍ରଫୁଲ୍ଲ ଡାକୁଆ ତହସିଲଦାର ସୋରଦା, ଉମା ଶଙ୍କର ସିଂହ sdpo ଆସିକା,

ଅନିଲ ପଟ୍ଟନାୟକ ଜିଲ୍ଲା ସଭାପତି ୟୁ ଯେଉ,ପ୍ରଦ୍ୟୁମ୍ନ ପାତ୍ର ଜିଲ୍ଲା ସମ୍ପାଦକ,ପ୍ରକାଶ ପଟ୍ଟନାୟକ ରାଜ୍ୟ ସମ୍ପାଦକ ଯୋଗଦେଇ ଥିଲେ।


ଉକ୍ତ କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋକପାତ ଜରିବା ସହ ଅଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକ ର ସାମ୍ବାଦିକ ମାନେ ଯୋଗଦେଇ ଥିଲେ।