
ରାୟଗଡା , ୦୩/୦୬/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସାହାଡା ଗ୍ରାମପଞ୍ଚାୟତର ଦିଶାରାପଡା ଗ୍ରାମର ମଇଁଶି
ପୋଢ ଚୋର ହେବାର ଲାଗିଛି ଫୁଲକେନାଲ ଛକ ଠାରେ ମଇଁଶି ବନ୍ଦା ହେବାଟା ଦେଖି ଗାଁର ଲୋକମାନେ ଯାଇ ଉଦାର କରିଥିଲେ।



ସେହି ସମୟରେ ଗାଁରେ ବୁଧବାର ଦିନ ଦଶା କାର୍ଯ୍ୟକ୍ରୀୟା ହେଉଥିଲା ହଠାତ୍ ଜଣେ ଯୁବକ ମାଛ ଦରିବାକୁ ଯାଇ ଏକ ଗଛ ମୂଳେ ତିନି ପୋଟ ପୁଢ ଓ ଏକ ବାଇକ୍ ଗଛ ମୂଳେରେ ବନ୍ଦା ହେବାଟା ଦେଖି ଗାଁ ଲୋକକୁ ଖବର ଦେଇଥିଲା ସେହି ସମଢ଼ୟରେ ଲୋକମାନେ ମଇଁଶି ଗୁଡାକୁ ଉଦାର କରିଥିଲେ।

ଗାଁ ଲୋକ କହିବା ଅନୁଯାଇ ସେହି ମଇଁଶି ହେଉଛି ଦରଗଡି ବୋଲି ଜଣାପଡୁଛି ଏମିତି ବହୁ ଦିନ ଦରି ପୋଢ ଓ ମଇଁଶି ସାହାଡା ପଞ୍ଚାୟତ ରେ ଚୋରି ହେବାର ଲାଗିଛି ବୋଲି ଗ୍ରାମର ଲୋକମାନେ କହୁଛନ୍ତି କିନ୍ତୁ ଚୋର କୁ ଧରାପଡୁନାହିଁ।


ହଦା ରାତିରେ ବା ଦୁଇ ଘଣ୍ଟା ସମୟରେ ଶବଦ୍ ହେଉଥିଲା ବୋଲି ଗ୍ରାମର ଜଣେ ଯୁବକ ଆମ ଓଡିଶା ହାଲଚାଲ ମାଧ୍ୟମ ରେ ଅଭିଯୋଗ ଜଣାଇଥିଲେ ଏକ ଗାଡି ଓ ତିନୋଟି ମଇଁଶି ଗାଁ ବାଲା ଅଟକାଇ ରଖି ଛନ୍ତି ଦୀର୍ଘ ଦିନ ଧରି ଏହି ଅଞ୍ଚଳରରେ ମାକ୍ସ ଫିକପ ରେ ପୋଢ ମଇଁଶି ଚୋରି ହେବାର ଲାଗୁଛି କିନ୍ତୁ ଚୋରକୁ ଦରିବା ସଫଳ ହୋଇ ପାରୁନାହଁ ଗ୍ରାମର ବୁଧିଯିବି ମାନେ କହିଛନ୍ତି।

ଶ୍ରୀରାମ ହିକକା, ସନାପୁୟା ପିଡିକାକା, ସନ୍ଯାସି ପଡିକାକା,,ରାମ ଚନ୍ଦ୍ର କୁଟ୍ରୁକା, ବିଶ୍ପନାଥ ନାଥା କୁମ୍ବୁରୁକା, ନରସିଂଙ୍ଗ ପିଡିକାକା, ରଗୁ ନାଥ ହିକକା, ସୁଗୁରୀ ପିଡିକକା, ନରି କୁଟ୍ରୁକା, କୁମ୍ବ ପିଡିକକା, ଅଭି ରାମ କୁଳୁସିକା, ଜିମ୍ବୁରୁ ହିକକା, ଏହି ସମସ୍ତ ଲୋକ ମାନେ ଅଭିଯୋଗ ଆଣି ଛନ୍ତି।

ଯାହା ଫଳରେ ଦିଶାରିପଡା ଗ୍ରାମର ଏ ପର୍ଯ୍ୟନ୍ତ ଥାନରେ ଏତେଲା ଦେଇ ନାହାନ୍ତି ତାଙ୍କର ଉଦେସ୍ଯ ହେଲେ ଗ୍ରାମର ସମସ୍ତ ଲୋକ ମାନେ ବସି ଏକ ବୌଠକ କରିବେ କାଉଣ୍ଟର କେସ୍ ଦେବୁ ବୋଲି ନିଷ୍ପତ୍ତି ନେଇ ଛନ୍ତି ।କିଏ କୋଉଠି କାର ମଇଁଶି ରାତି ଅଧରେ ଚୋରା କାରବାର କରୁଛି ତାହା ଅପେକ୍ଷା ରହିଲା।



