
ହିଞ୍ଜିଳି କାଟୁ , ୦୨/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଂଜିଲି ବ୍ଲକ ର ପୋଚିଲିମା ପଞ୍ଚାୟତ ରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍ଧ୍ଘାଟନ ହୋଇଯାଇଛି।
ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟା ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବିନ କାଟି ଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଛନ୍ତି ।


ଏଥିରେ ହିଂଜିଳିକାଟୁ ତହସିଲଦାର ଶ୍ରୀ ପ୍ରଭାତ ପରିଡା,ବିଡ଼ିଓ ଶ୍ରୀ ସୁବ୍ରତ ଜେନା, ହିଂଜିଲି ପୌରପରିସଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଂଜନ ସାହୁ,ସହ ଅନେକ ରାଜ ନେତା ଓ କର୍ମୀ ଯୋଗ ଦେଇଥିଲେ ଏଇ କାର୍ଯ୍ୟାଳୟର ଅଟକଳ ମୂଲ୍ୟ ୨୨ ଲକ୍ଷ ୯୨ ହଜାର ୭୭୬ ଟଙ୍କା ।


ଜିଲ୍ଲାପାଳ ତାଙ୍କ ମନ୍ତବ୍ୟ ରେ କହିଥିଲେ ପୋଚିଲିମା ପଞ୍ଚାୟତରୁ ଲୋକମାନେ ଯାଇ ହିଂଜିଲି ରେ କାମକରିବା ଯୋଉ ଅସୁବିଧା ହେଉଥିଲା ତାହାର ଅସୁବିଧା ଆଉ ହେବନାହିଁ ।


