Home ଅପରାଧ Big breaking ଦିଗପହଣ୍ଡି ।

Big breaking ଦିଗପହଣ୍ଡି ।

86

ଦିଗପହଣ୍ଡି , ୩୦/୦୫/୨୨ ( ଜିଲ୍ଲା ଖବର ) : ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁ ରେ ବଚସା କୁ କେନ୍ଦ୍ର କରି ଦୁଇ ଜଣ ଙ୍କୁ ଛୁରୀ ରେ ଭୂଷିଲା ଯୁବକ । ଜଣେ ମୃତ ଜଣେ ଗୁରୁତର । ଗୁରୁତର ଅବସ୍ଥା ରେ ଦୁଇ ଜଣ ଙ୍କୁ ଏମ କେ ସି ଜି କୁ ସ୍ଥାନାନ୍ତର ବେଳେ ଜଣଙ୍କ ମୃତ୍ୟୁ ।

ମୃତ ଯୁବକ ଜଣକ ହେଲେ ବାବୁ ଗୌଡ଼ ଗୁରୁତର ଯୁବକ ହେଲେ ପ୍ରଦୀପ ସାହୁ । ଆକ୍ରମଣ କରି ଯୁବକ ଫେରାର, ପୋଲିସ ଗାଁ ରେ ପହଞ୍ଚି ଆରମ୍ଭ କଲା ତଦନ୍ତ ।
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।