ଅସ୍ଥାୟୀ ମଣ୍ଡପରେ ପାଳିତ ହେଲା ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା ।

77

ଫୁଲବାଣୀ , ୩୦/୫/୨୨ ( ଜିଲ୍ଲା ଖବର ) : ଆଜି ଫୁଲବାଣୀ ର ଅସ୍ଥାୟୀ ମଣ୍ଡପ ମା ନାରାୟଣୀ ଓ ପଞ୍ଚ ଠାକୁରାଣୀ ଙ୍କ ପାଖରେ ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା ହେଇଥିଲା l ମା ଙ୍କର ଯାତ୍ରା ପଡିଆରେ ବହୁ ସଂଖ୍ୟା ରେ ସାବିତ୍ରୀ ପୂଜା ଚାଲି ଥିବାବେଳେ ବହୁତ ମହିଳା ଏଠାରେ ଉପସ୍ଥିତ ଥିଲେ l

ମା ପଞ୍ଚ ଠାକୁରାଣୀ ଆଉ ଦୁଇ ଦିନ ପରେ ନିଜ ସ୍ଥାଇ ସ୍ଥାନ ମନ୍ଦିରକୁ ଫେରି ଯିବେ l ଏଥି ପାଇଁ ମା ଙ୍କର ଅସ୍ଥାୟୀ ମଣ୍ଡପରେ ଭକ୍ତ ଙ୍କ ଭିଡ଼ ଦେଖିବା କୁ ମିଳିଥିଲା l

ସାବିତ୍ରୀ ପୂଜା କୁ ଆସିଥିବା ସାବିତ୍ରୀ ଓ ସତ୍ୟବାନ କଣ କହୁଛନ୍ତି ତାଙ୍କ ପାଖରୁ କିଛି ଶୁଣିବା…l

ଫୁଲବାଣୀ ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର ।