
ଦିଗପହଣ୍ଡି , ୨୯/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ର କୁଶପଡା ଗ୍ରାମରେ ଆଜି ସନ୍ଧ୍ୟା ୫ ଘଣ୍ଟିକା ସମୟରେ ଛେଳି ଚରେଇବାକୁ କୁମୁଟିବନ୍ଧ ପଦରକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା ।



ସେଇଠାରେ କୁଶପଡା ଗ୍ରାମର ଜି. ଅଭିଦୋରା ଗୁରୁତର ହୋଇଥିଲେ ।ଘଟଣା ସ୍ଥଳୁ ସ୍ଥାନୀୟ ଲୋକେ ଦିଗପହଣ୍ଡି ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣିଥିଲେ ।




ସେଇଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଜିଲ୍ଲା ଖବର।



