ସଡକ ଦୁର୍ଘଟଣା ରେ ସ୍ୱିପଟ ଡିଜ଼ାର ସହିତ ଟାଟା ଅଲଟ୍ରୋଜ ।

18

କନ୍ଧମାଳ , ୨୮/୦୫/୨୨ ( ଜିଲ୍ଲା ଖବର ) : କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଖଉମୁଣ୍ଡା ଠାରେ ଏକ ସ୍ୱିପଟ ଡିଜ଼ାର ଗାଡ଼ି ନମ୍ବର OD 07 x 3091 ଗାଡ଼ି ସହିତ ଟାଟା ଅଲଟ୍ରୋଜ଼ ଗାଡ଼ି ନମ୍ବର OD10 U 3210 ଗାଡ଼ି ର ଆକ୍ସିଡେଣ୍ଟ ହୋଇଛି l

ସ୍ୱିପଟ ଡିଜ଼ାର ଗାଡିର ମାଲିକ ହେଉଛନ୍ତି ଅଜିତ କୋଥ ଦଳେଇ ଦୁତିପଡ଼ାର ଓ ଟାଟା ଅଲଟ୍ରୋଜ଼ ଗାଡ଼ି ମାଲିକ ଅଶ୍ୱିନ କୁମାର କହ୍ନର ବୁଡ଼ାଦନୀ ର ଫୁଲବାଣୀ ପଟୁ ହେଇ ଭୋଜି ଖାଇବାକୁ ଯାଉଥିବା ବେଳେ ଖଜୁରୀପଡା ପଟୁ ଆସୁଥିବା ସ୍ୱିପଟ ଗାଡ଼ି ସହିତ ସାମ୍ନା ସାମନି ଧକ୍କା ହେଇଥିଲା l

ଘଟଣା ସ୍ଥଳରେ ଟାଟା ଅଲଟ୍ରୋଜ଼ ଗାଡ଼ିରେ ବସିଥିବା ୪ ଜଣ ମଧ୍ୟ ରୁ ଦୁଇଜଣ ନାବାଳକ ଜଣକର ୧୦ ବର୍ଷ ଆଉଜଣେ ୧୫ ବର୍ଷ ସେମାନଙ୍କ ର ମଧ୍ୟ ରୁ ଜଣଙ୍କର ମୁଣ୍ଡ ଫାଟିଛି ଆଉଜଣ ଙ୍କ ର ଗଡ଼ ମାଡ଼ ହେଇଥିବାର ଜଣା ପଡିଛି l

ସେମାନେ ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ରେ ଚିକିତ୍ସା ହେଉଛନ୍ତି l

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଖଉମୁଣ୍ଡା ରୁ ପ୍ରତାପ ଦିଗାଲ ଙ୍କ ରିପୋର୍ଟ ଜିଲ୍ଲା ଖବର ।