Wednesday, November 11, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ କୁଲାଙ୍ଗେ ସାନଖେମୁଣ୍ଡି ବ୍ଲକ ଗ୍ରସ୍ତ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ କୁଲାଙ୍ଗେ ସାନଖେମୁଣ୍ଡି ବ୍ଲକ ଗ୍ରସ୍ତ।

69

ସାନଖେମୁଣ୍ଡି , ୨୬/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ସାର୍ ଆଜି ଦିନିକିଆ ଗ୍ରସ୍ତରେ ଆସି ସାନଖେମୁଣ୍ଡି ବ୍ଳକ୍ ର ସ୍ମାର୍ଟସ୍କୁଲ କାର୍ଯ୍ୟକର୍ମ ପରିଦର୍ଶନ କରିଥିଲେ।

ଜିଉରା ଗ୍ରାମ ରେ ଚାଲିଥିବା ସରକାରୀ ଉନୀତ ଉଚ୍ଚବିଦ୍ୟାଳୟ , ଚୁଡଙ୍ଗପୁର ଗ୍ରାମର ସାନଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ ଏବଂ ଏହିପାରି ୨୦ରୁ ଅଧିକ ସ୍ମାର୍ଟ ସ୍କୁଲକୁ ପରିଦର୍ଶନ କରି ବିଭିନ୍ନ ସୁବିଧା ଅସୁବିଧା ଅନୁଧ୍ୟାନ କରିଛନ୍ତି।

ସାନଖେମୁଣ୍ଡି ବିଡିଓ ଗାଉତ୍ରିଦତ୍ତ ନାୟକ ମହୋଦୟ, ବ୍ଳକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ୬୨ ନଂ ଜୋନ୍‌ ର ଜିଲ୍ଲାପରିଷଦ , ଏରେଣ୍ଡ୍ରା ସରପଞ୍ଚ ଧୋବା ସ୍ୱାଇଁ

ଏବଂ ଅନେକ ପଦାଧିକାରୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସହଯୋଗ କରିଛନ୍ତି। ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀ