
ଶେରଗଡ଼ , ୨୬/୦୫/୨୨ ( ଜିଲ୍ଲା ଖବର ) : ଖଇରବେଠି ଗ୍ରାମ ର ବୁଦ୍ଧିଆ ଗୌଡ଼ ଙ୍କ ପୁତ୍ର ତାରିଣୀ ଗୌଡ଼ (୨୪)

ମହୀରକଣା ଗ୍ରାମ ରୁ ନିଜ ଗ୍ରାମ କୁ ଫେରୁଥିବା ବେଳେ ଇଟା ବୋଝଇ ଟ୍ରକ ପଛପଟୁ ଆସି ଚାପି ଦେବା ଫଳରେ ଘଟଣା ସ୍ଥଳରେ ତାରିଣୀ ଙ୍କ ମୃତ୍ୟୁ ଘଟିଥିଲା।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।



