Home ଅପରାଧ ଦିନକୁ ଦିନ ବଢୁଛି ଆତ୍ମହତ୍ୟା !ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର।

ଦିନକୁ ଦିନ ବଢୁଛି ଆତ୍ମହତ୍ୟା !ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର।

67

ହିଞ୍ଜିଳି କାଟୁ , ୨୬/୦୫/୨୨ ( ଜିଲ୍ଲା ଖବର ) : ଗତକିଛି ଦିନ ପୂର୍ବେ ଆମ୍ବ ତୋଟାରୁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ପରେ ପୁଣି ଆଜିର ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗଂଜାମ ଜିଲ୍ଲା ହିଂଜିଳି ଥାନା ଅଧିନ ବୁରୁପଡା ରେଣ୍ଟ ବିଳମାଳ କେଳିକଦମ୍ବ ଗଛରେ ଝୁଲି ପଡ଼ିଲେ ଯୁବକ,କାରଣ ଅସ୍ପଷ୍ଟ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ମୃତକଙ୍କ ନାମ ବିଦେଶୀ ସେଠି ବୟସ ୩୮ ଘର ଶେରଗଡ ବ୍ଲକ ଅଧିନ ଧନ୍ୟନ୍ତର ବୋଲି ସୂଚନା ମିଳିଛି।

ହିଂଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।