କନ୍ଧମାଳ ଜିଲ୍ଲା ରାଷ୍ଟ୍ର ସ୍ତରୀୟ କିକ୍ ବକ୍ସସିଂ ପ୍ରତିଯୋଗିତା ରେ ମନୋନୀତ ହେଇଛନ୍ତି ୧୦ ପ୍ରତିଯୋଗୀ।

66

କନ୍ଧମାଳ , ୨୬/୦୫/୨୨ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ରୁ ରାଷ୍ଟ୍ର ସ୍ତରୀୟ କିକ୍ ବକ୍ସସିଂ ପ୍ରଶିକ୍ଷଣ ଶିବିରରେ ଭାଗ ନେବା ପାଇଁ ୧୦ ଜଣ ଖେଳାଳି ଆସନ୍ତା ଜୁନ ମାସ ରେ କଲିକତା ରେ ହେବାକୁ ଥିବା ରାଷ୍ଟ୍ର ସ୍ତରୀୟ କିକ ବକ୍ସସିଂ ରେ ମନୋନୀତ ହେଇଛନ୍ତି l

କନ୍ଧମାଳ ଜିଲ୍ଲା କିକ ବକ୍ସସିଂ ସଂଘ ର ସଭାପତି ଶ୍ରୀ ବୀରେନ୍ଦ୍ର କହଁର,ସମ୍ପାଦକ ଶ୍ରୀ ବିଷ୍ନୁଚରଣ ପ୍ରଧାନ, ଶ୍ରୀ ଅରିତ କୁମାର ବେହେରା, ତଥା ଫୁଲବାଣୀ ପୌର ପାଳିକା ଅଧ୍ୟକ୍ଷ୍ୟl ଶ୍ରୀମତୀ ସ୍ମିତାରାଣୀ ମହାନ୍ତି

ଏବଂ ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବଳଦେବ ବେହେରା ସମସ୍ତ କିକ ବକ୍ସସିଂ ର ସଙ୍ଘ ଏବଂ ପୌର ପାଳିକା ତରଫରୁ ଶୁଭେଚ୍ଛା ଜଣାଇଛନ୍ତି l

ଫୁଲବାଣୀ ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌର ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର