
ଫୁଲବାଣୀ , ୨୫/୦୫/୨୨ ( ଜିଲ୍ଲା ଖବର ) : ଆଜି ଫୁଲବାଣୀ ପରିବା ମାର୍କେଟ ର ସମସ୍ତ ଙ୍କ ସାହାଯ୍ୟ ରେ ମା ନାରାୟଣୀ ଓ ପଞ୍ଚ ଠାକୁରାଣୀ ଙ୍କ ଆଶ୍ରିବାଦ ରୁ ଦିନ ୧୧.୩୦ ରୁ ପ୍ରସାଦ ସେବନ ଆରମ୍ଭ କରାଯlଇଛି ।


ବର୍ତ୍ତମାନ ୪୫୦୦ ଲୋକ ଖାଇ କି ଗଲେଣି ଆହୁରି ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ମଧ୍ୟ ପ୍ରସାଦ ସେବନ ଦିଆଯିବ ବୋଲି କହିଛନ୍ତି l ପ୍ରସାଦ ସେବନ ପାଇଁ ଆସିଥିବା ଲୋକ ବହୁ ଆନନ୍ଦ ରେ ପ୍ରସାଦ ସେବନ କରିଥିଲେ ।

ଆସନ୍ତୁ ପଚାରି ବୁଝିବା କଣ କହିଛନ୍ତି ସଭାପତି ଓ ଅନ୍ୟ ମାନେ।

ଫୁଲବାଣୀ ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର



