Home ଆଞ୍ଚଳିକ କୈଳାଶ ଚନ୍ଦ୍ର ବେହେରା ନୀମଖଣ୍ଡିର ଆରଆଇ ଭାବେ ଯୋଗଦାନ

କୈଳାଶ ଚନ୍ଦ୍ର ବେହେରା ନୀମଖଣ୍ଡିର ଆରଆଇ ଭାବେ ଯୋଗଦାନ

21
କୈଳାଶ ଚନ୍ଦ୍ର ବେହେରା ନୀମଖଣ୍ଡିର ଆରଆଇ ଭାବେ ଯୋଗଦାନ

ବ୍ରହ୍ମପୁର, (ଗୁରୁ) : କୁକୁଡାଖଣ୍ଡି ତହସିଲ ଅଧିନରେ ଥିବା ନୀମଖଣ୍ଡି ଆର.ଆଇ ଭାବେ ଯୋଗଦାନ କୁକୁଡ଼ାଖଣ୍ଡି ବ୍ଲକ ଅର୍ନ୍ତଗତ କୁକୁଡାଖଣ୍ଡି ତହସିଲ ଅଧିନରେ ଥିବା ନିମଖଣ୍ତୀ ଆରଆଇ ଶ୍ରୀଯୁକ୍ତ ଗୋପିନାଥ ପ୍ରଧାନ ସାନଖେମୁଣ୍ଡି ଆରଆଇ କାର୍ଯ୍ୟାଳୟକୁ ବଦଳି ହୋଇ ନୂତନ ଆରଆଇ ଭାବେ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ନିଯୁକ୍ତି ହୋଇଛନ୍ତି ।

ତାଙ୍କୁ ଲୋଚପଡା ସମାଜସେବୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଓ ତାଙ୍କ ସହଯୋଗୀ ମାନେ ଭାବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଆରଆଇ କାର୍ଯ୍ୟାଳୟ ଅଧିନରେ ଥିବା ସମସ୍ତ ଗ୍ରାମର ବିଭିନ୍ନ କାର୍ଯ୍ୟ କିପରି ଭାବେ ଶୀଘ୍ର ସମାଧାନ ହେବ ସେହି ବିଷୟରେ ଅନୁଧ୍ୟାନ କରିଥିଲେ ।