Friday, November 13, 2026
Home ଆଞ୍ଚଳିକ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ୨୦୨୨ ଉଦଘାଟିତ l

ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ୨୦୨୨ ଉଦଘାଟିତ l

60

ଭଞ୍ଜନଗର , ୨୪/୦୫/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର କୃଷକ ବଜାର ଠାରେ ଆରମ୍ଭ ହୋଇଛି ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଛି।ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ହସ୍ତ ଶିଳ୍ପ ପ୍ରଦର୍ଶିତ ହୋଉଥିଲା।ଏହି ମେଳା ୧୮ ମେ ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର ର ଅନୁଷ୍ଠାନ ଅରୁପା ଦ୍ୱାରା ପରିଚାଳିତ ଏହି ମେଳାରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଛି।


କରନା କଟକଣା ଯୋଗୁଁ ଲୋକେ ଅତିଷ୍ଠ ହୋଇ ଥିଲେ କିନ୍ତୁ ଏହି ମେଳା ପ୍ରତ୍ୟେକ ବର୍ଗର ଲୋକମାନେ ଆନନ୍ଦ ଉପଭୋଗ କରିବା ସହ ବିଭିନ୍ନ ପ୍ରକାରର ଷ୍ଟଲ ଲାଗି ଥିବା ଭଳିକିଭଳି ଖାଦ୍ୟପେୟ ର ଉପଭୋଗ କରୁଛନ୍ତି।