Home ଆଞ୍ଚଳିକ ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା (open international sports championships 2022) ରେ ଭାଗ...

ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା (open international sports championships 2022) ରେ ଭାଗ ନେବା ଲାଗି ବ୍ରହ୍ମପୁର ରୁ ଯାତ୍ରା ଆରମ୍ଭ କଲେ ଦୁଇ ପ୍ରତିଭାବାନ ଖେଳାଳୀ ପଞ୍ଚାନନ ସେଠୀ ଓ ଡି. ସନ୍ଦୀପ ପାତ୍ର।

71

ବ୍ରହ୍ମପୁର , ୨୪/୦୫/୨୨ ( ଜିଲ୍ଲା ଖବର ) : ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା (open international sports championships 2022) ରେ ଭାଗ ନେବା ଲାଗି ବ୍ରହ୍ମପୁର ରୁ ଯାତ୍ରା ଆରମ୍ଭ କଲେ ଦୁଇ ପ୍ରତିଭାବାନ ଖେଳାଳୀ ପଞ୍ଚାନନ ସେଠୀ ଓ ଡି. ସନ୍ଦୀପ ପାତ୍ର।

ଏହି ଅବସରରେ ବ୍ରହ୍ମପୁର ଷ୍ଟେସନ ଠାରେ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଓ ଡେପୁଟି ମେୟର ବିବେକ ରେଡ୍ଡୀ ,କୋଚ ହାବିଲଦାର ସୀମାଞ୍ଚଳ ବାରିକ ଓ ବ୍ରହ୍ମପୁର ଫିଜିକାଲ ଏକାଡେମୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ।

ଆସନ୍ତା ୨୫ ତାରିଖରୁ ୩୦ ତାରିଖ ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବ ଏହି ଅନ୍ତର୍ଜାତୀୟ ଦୌଡ଼ ପ୍ରତିଯୋଗୀତା।