
ତାରାତାରିଣୀ , ୨୨/୦୫/୨୨ ( ଜିଲ୍ଲା ଖବର ) : ଚାଲିଥିଲା ମା ତାରା ତାରିଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଉ ଏହି ଉତ୍ସବ କୁ ଦେଖିବାକୁ



ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ମାଆ ତାରାତାରିଣୀ ପୀଠକୁ ୩ କିଲୋମିଟର ଘାଟି ଚାଲି ଚାଲି ନିଜ ଶୁଭେଛୁ ଙ୍କୁ ସାଥିରେ ନେଇ



ମନ୍ଦିର ପରିଦର୍ଶନ କରିବା ପରେ ମାଙ୍କୁ ଦର୍ଶନ କରି ଓଡିଶା ବାସୀଙ୍କ ତରଫରୁ ଆମ ରାଜ୍ୟ ଓଡିଶା ଶ୍ରେଷ୍ଠ ରାଜ୍ୟ ହେଉ ବୋଲି ଆଶୀର୍ବାଦ ଭିକ୍ଷା କଲେ |


ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।


