
ଶେରଗଡ଼ , ୨୨/୦୫/୨୨ ( ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଶେରଗଡ଼ ପୋଲିସ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି | ଆସିକା ଏସ ଦି ପି ଓ ଉମାଶଙ୍କର ସିଂ ଙ୍କ ଉଦଘାଟନ କରିଥିବା ବେଳେ



ଶେରଗଡ଼ ବ୍ଲକ ଅଧକ୍ଷ୍ୟ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଏବଂ ପାଟ ପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ

ସମାଜସେବୀ ଅବନି କୁମାର ଦାସଙ୍କ ପୌରାହିଁତରେ ବ୍ଲକ ର ସବୁ ବର୍ଗର ଯୁବକ ଏବଂ ମହିଳା ରକ୍ତ ଦାନ ଶିବିରରେ ରହି ରକ୍ତ ଦାନ କରିଥିଲେ |


ଗଞ୍ଜାମ ଏସ ପି ବ୍ରିଜେଶ ରାୟ ପହଂଚି ରକ୍ତ ଦାତା ଏବଂ ଥାନା ଅଧିକାରୀଙ୍କ ଉତ୍ସହିତ ଥିଲେ |


ଖବର ଶେଷ ସୁଦ୍ଧା ୧୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।



