
ବିଷମକଟକ, ୨୧/୦୫/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଡୁକୁମ ଗ୍ରାମପଞ୍ଚାୟତର ଝିଆରି ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟର ଦୃଶ୍ଯ ଆପଣଙ୍କ ପିଲା ପାଠ ପଢିବାକୁ ଯାଉଛନ୍ତି କି? ତାହେଲେ ସାବଧାନ କାରଣ ଆପଣ ପିଲାଙ୍କୁ ବିପଦ ପୁର୍ଣ ସ୍ଥାନ ରେ ପାଠ ପଢାଉଛି।


ପ୍ରଶାସନର ଅଧିକାରୀ ମାନେ ଟିକିଏ ଟିକେ ଭଲ ଭାବରେ ଦେଖନ୍ତୁ ଏଇ ଛାତ୍ର ଦୃଶ୍ୟ କୁ କିଭଳି ଫାଟି ଆ କରିଛି କେତେବେଳେ ବି ଏହା ଖସି ପାରେ ହେଲେ ଏଠି ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଏଥି ପାଇଁ ଦାୟୀ କିଏ ? କୁମ୍ବ ନିଦ୍ରା ରେ ସୁଇଛି କି ଆମ ଜିଲ୍ଲା ପ୍ରଶାସନ ଛାତ୍ର ଛାତ୍ରୀ ଙ୍କ ଅସୁବିଧା ହେଲେ ଏଥି ପାଇଁ ଦାୟୀ କିଏ?


ଏ କଥା ସରକାରୀ ବାବୁ ଜାଣିଛନ୍ତି ତ? ନା ଜାଣି କାଗଜ କଲମ ରେ ସୀମିତ ରଖିଛନ୍ତି ତାହେଲେ କଣ -ପ୍ରହସନ ଦେଖାଉଛନ୍ତି କି ସରକାର?କୋଉଠି ୫T ଦ୍ୱାରା ଚକାଚକ ତ ଆଉ କୋଉଠି ସ୍କୁଲ ଛାତ୍ ର ଫାଟଖାଲି ସ୍କୁଲ ଛାତନୁହେଁ, ଦର୍ଶକ ବନ୍ଧୁ ଏହି ବିଦ୍ୟାଳୟ ରେ ଏକ ବାଉଣ୍ଡ୍ରି ନାହିଁ ଆହୁରି ବଡ଼ କଥା ହେଉଛି ଏହି ବିଦ୍ୟାଳୟ ରେ ଏକ ଲାଇଟି ମଧ୍ୟ ନାହଁ!



ଲାଟିନ ଅଛି ସିନା ହେଲେ ତା କେତେ କାର୍ଯ୍ୟକାରୀ ହେଉଛି କୋଉ ଅବସ୍ଥା ରେ ଅଛି ଆପଣ ମାନେ ଟିକେ ଭଲ ଭାବରେ ଦେଖନ୍ତୁ,ହେଲେ ପ୍ରଶାସନ ଏଠି କଣ କରୁଛି ନା ଅଛି ଜିଲ୍ଲା ପ୍ରଶାସନ ର ଦୃଷ୍ଟି ନା ସ୍ଥାନୀୟ ପ୍ରଶାସନ ର, ଘଟଣା ଟି ହେଉଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଡୁକୁମ ଗ୍ରାମପଞ୍ଚାୟତର ଝିଆରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦୃଶ୍ୟ ।

ଏଠି ମନେହୁଏ ତୁମର ଅଧେକୁ ଆମର ଅଧେରେ ଚାଲିଛି ଏହି ବିଦ୍ୟାଳୟ। ଏହି ବିଦ୍ୟାଳୟ ର ମୋଟ ୪୦ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି ହେଲେ ଏହି ବିଦ୍ୟାଳୟ ପ୍ରତି ସରକାର ଙ୍କ ଉଦାସୀନ ଭାବନା ଯୋଗୁଁ ଆଜି ସ୍କୁଲ ପିଲା ଆସିବା ବନ୍ଦ କରିସାରିଲେଣି ଏଭଳି ସମସ୍ୟା ଗତ ୧୫ ରୁ ୨୦ବର୍ଷ ଧରିଲାଗିରହିଛି ବୋଲି ବିଦ୍ୟାଳୟ ର ପୂର୍ବତନ ସଭାପତି କହିଛନ୍ତି





