Tuesday, October 13, 2026
Home ଅପରାଧ ଅଜଣା ବ୍ୟକ୍ତି ଙ୍କ ମୃତ ଶରୀର ଏକ ଶଙ୍ଖ ତଳୁ ଠାବ।

ଅଜଣା ବ୍ୟକ୍ତି ଙ୍କ ମୃତ ଶରୀର ଏକ ଶଙ୍ଖ ତଳୁ ଠାବ।

89

ନାରାୟଣପୁର , ୧୯/୦୫/୨୨ ( ଜିଲ୍ଲା ଖବର ) : ସଦର ଥାନା ଅନ୍ତର୍ଗତ ନlରାୟଣପୁର ମେନ୍ ରୋଡ଼ ନିକଟରେ ଥିବା ଏକ ଶଙ୍ଖ ତଳେ ଅଜଣା ବ୍ୟକ୍ତି ଶବ ପଡ଼ିଥିବାର ସୂଚନା ମିଳିଛି l ସ୍ଥାନୀୟ ଲୋକେ ଶୌଚ କରିବାକୁ ପେଣ୍ଠ ବନ୍ଧକୁ ଯିବା ସମୟ ରେ ଶବକୁ ଦେଖି ସଙ୍ଗେ ସଙ୍ଗେ ସଦର ଥାନା କୁ ଖବର ଦେଇଥିଲେ।

କିନ୍ତୁ ଘଟଣା ସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ମୃତ ବ୍ୟାକ୍ତି ଙ୍କ ପଡ଼ିଥିବା ସାମାନ କୁ ତଦାରଖ କରିଥିଲେ ।

ପରିସରରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣାପଡିଛି ମୃତ ବ୍ୟକ୍ତି ଜଣଙ୍କ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବଉଳଝୋଳି ଗ୍ରାମର ଦିଲୀପ ମଲିକ ବୋଲି ସୂଚନା ମିଳିଛି ଏବଂ ପୋଲିସ କହିବା ଅନୁସାରେ ଏହା ମଡ଼ର ହୋଇଥିବା ସୂଚନା ମିଳିଛି l