Sunday, October 11, 2026
Home ଅପରାଧ ମର୍ଡର ।

ମର୍ଡର ।

123

କବିସୂର୍ଯ୍ୟନଗର , ୧୮/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ବାହଲପଲି ହ୍ରଦ ରାସ୍ତାରେ ଆଜି ରାତି ରେ ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି ।

ଏହି ହତ୍ୟାକାଣ୍ଡ ରେ ଖଜାପଲି ଗ୍ରାମ ର ରାଜୁ ବିଷୋୟୀ ନାମକ ଯୁବକ ଙ୍କ ହତ୍ୟା ହୋଇଛି l ଦୁବୃର୍ତ୍ତ ମାନେ ଗୋଟିଏ ବୋଲେରୋରେ ଆସି ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ତେବେ ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବୋଲେରୋକୁ ମଧ୍ଯ ଜବତ କରିଛି । ତେବେ ହତ୍ୟାକାଣ୍ଡ ସମୟରେ ମୃତ ବ୍ଯକ୍ତିଙ୍କ ନିକଟରେ ବସିଥିବା ଅନ୍ୟ ଜଣେ ଯୁବକ ଅଳ୍ପକେ ହତ୍ୟାକାରୀଙ୍କ କବଳରୁ ବର୍ତ୍ତି ଯାଇଛନ୍ତି ।