
ନୂଆଁଗାଁ , ୧୫/୦୫/୨୨ ( ଜିଲ୍ଲା ଖବର ) : ଆସିକା ନୂଆଗାଁ ବିଦ୍ୟୁତ୍ ଷ୍ଟେସନ ଠାରେ ମୁକୁନ୍ଦପୁର ପାୱାର ଟ୍ରାନ୍ସଫର ଓ ଉନ୍ନତି କରଣ କରାଯିବ l ଏହି ଉନ୍ନତି କରଣ ଯୋଗୁଁ ଅଞ୍ଚଳ ରେ ୫ mva ବିଦ୍ୟୁତ ପାଉଥିବା
ପାଖାପାଖି ୬୫୦୦ ବିଦ୍ୟୁତ ଗ୍ରାହକ, ଦୁଇ ସହ ଚାଷୀ ଙ୍କ pli ଏବଂ olic ପଇଣ୍ଟ, ୧୫ ଟି ଶିଳ୍ପ ସଂସ୍ଥା ଓ ୩ ଟି ମେଗା ଜଳ ଯୋଗାଣ ସଂସ୍ଥା ଆଗାମୀ ଦିନରେ ୮ mva ବିଦ୍ୟୁତ ପାଇପାରିବେ l

ତେଣୁ ଗ୍ରୀଡ଼ର ଏହି ଉନ୍ନତି କରଣ ଲାଗି ଆସନ୍ତା ୧୮/୦୫/୨୨ ବୁଧବାର ଦିନ ସକାଳ ୬.୦୦ ଘଣ୍ଟ ଠାରୁ ରାତି ୧୧.୦୦ ଘଣ୍ଟ ପର୍ଯ୍ୟନ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ।

ସମସ୍ତ ଅଞ୍ଚଳବାସୀ ଏହି ବିଦ୍ୟୁତକାଟ ସମୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି tpsodl ନୂଆଗାଁ କର୍ତ୍ତୃପକ୍ଷ l


