Wednesday, October 14, 2026
Home ଅପରାଧ ଗଞ୍ଜାମ SP କାର୍ଯ୍ୟାଳୟରେ ସମ୍ମୁଖରେ ଜଣେ ଯୁବକ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ।

ଗଞ୍ଜାମ SP କାର୍ଯ୍ୟାଳୟରେ ସମ୍ମୁଖରେ ଜଣେ ଯୁବକ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ।

83

ଗଞ୍ଜାମ, ୧୪/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ SP ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ନିଆଁ ଲଗାଇ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଯୁବକ। ଯୁବକ ଜଣଂକ ହେଲେ ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁ ଅଂଚଳର ବାଦଲ ସାହୁ ।

ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲ ରେ ଭର୍ତ୍ତି ଏସ୍ପି ଅଫିସ ଗେଟ ଆଗରେ ନିଆଁ ଲଗାଇବା ଭିଡିଓ ଭାଇରଲ ।