
କନ୍ଧମାଳ , ୧୪/୦୫/୨୨ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ର ଜିରିଙ୍ଗପଡ଼ା ରେ ପାଳନ ହେଲା ଓଁ ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହନାଥ ଠାକୁରଙ୍କ ୨୨ ତମ ଜନ୍ମ ସ୍ତବ ଓ ଚନ୍ଦନ ଯାତ୍ରା l



ଆଜି ଦିନ ୧୧.୩୦ ସମୟ ରେ ଜିରିଙ୍ଗପଡ଼ା ନୃସିଂହ ମନ୍ଦିର ସାମ୍ନା ରୁ ବହୁ ଆଡମ୍ବର ରେ ବାଜା ବାଦ୍ୟ ପ୍ରସେସନ ରେ ବାହାରି ନାରାୟଣୀ ନଦୀ ରୁ
ପାଣି କଳସ ଧରି ଫୁଲବାଣୀ ର ମlଦିକୁଣ୍ଡା ଛକ, ମାର୍କେଟ ର ବିଜୁପଟନାୟ ଓ ଲଷ୍ମୀ ମାର୍କେଟ ରାସ୍ତା ରେ ମନ୍ଦିର କୁ ଆସି ଥିଲେ l



ଆସନ୍ତୁ ବିଝିବା କଣ କହିଛନ୍ତି ପୂଜାରୀ ଓ ମନ୍ଦିର କମିଟି ପ୍ରେସିଡେଣ୍ଟ କରମ ବେହେରା ଓ ଦାରୁଣ ବେହେରା ।




ଫୁଲବାଣୀ ଜିରିଙ୍ଗପଡ଼ା ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର


