Home ଆଞ୍ଚଳିକ ପ୍ରସିଦ୍ଧ ମା ନାରାୟଣୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ସନ୍ଧ୍ୟା ଆଳତି।

ପ୍ରସିଦ୍ଧ ମା ନାରାୟଣୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ସନ୍ଧ୍ୟା ଆଳତି।

193

କନ୍ଧମାଳ , ୧୩/୦୫/୨୨ ( ଜିଲ୍ଲା ଖବର ) : ୨୫ ତମ ମା ନାରାୟଣୀ ଠାକୁରାଣୀ ଯାତ୍ରା ଆରମ୍ଭ ଅବସରରେ ମା ନାରାୟଣୀ ଠାକୁରାଣୀ ଙ୍କ ଅସ୍ଥାୟୀ ଯାତ୍ରା ମଣ୍ଡପରେ ସନ୍ଧ୍ୟା ଆଳତି ଭକ୍ତ ଙ୍କର ଉପସ୍ଥିତ ରେ ହୋଇଛି ।

ମା ଙ୍କ ନବମ ଦିନ ଗୁରୁବାର ହୋଇଥିବାରୁ ମା ନାରାୟଣୀ ଓ ପଞ୍ଚ ଠାକୁରାଣୀ ସହର ପରିକ୍ରମା ନ ବାହାରି ଆସ୍ଥାୟୀ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଛି ।

ଏହି ଆଳତି କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଛି l ଆସନ୍ତୁ ବୁଝିବା ପୂଜାରୀ ଓ ଭକ୍ତଙ୍କ କଣ ରହିଛି ପ୍ରତିକ୍ରିୟା ।

ଫୁଲବାଣୀ ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌର ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର।