
ଫୁଲବାଣୀ , ୧୧/୦୫/୨୨ ( ଜିଲ୍ଲା ଖବର ) : ଆମେ ଯାଇ ପଞ୍ଚିଥିଲୁ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଟିଟିରାପଙ୍ଗା
ଗ୍ରାମ ପଞ୍ଚାୟତ ର ଭୁକ୍ତାକାନାଲି ଗ୍ରାମ ରେ l


ଦେଖିବା ମିଳିଥିଲା ମଁl ବ୍ୟାଘ୍ର ଦେବୀ ଙ୍କ ପୂଜାର୍ଚ୍ଚନ ଦୀର୍ଘ ୧୨୦ ବର୍ଷ ହେବ ପୂର୍ବ ପୁରୁଷ ମାନେ ମଁl ଙ୍କର ପୂଜା ହୋଇଆସୁଅଛି l



ମଁl ଙ୍କର ମହିମା କହିଲେ ଯିଏ ଯାହା ମନରେ ମାନସିକ କରନ୍ତି ମଁl ତାଙ୍କରି ମନସ୍କାମନା ପୂରଣ କରନ୍ତି ।

ଚାଲନ୍ତୁ ଯାଇ ପଚାରି ବୁଝିବା କଣ କହୁଛନ୍ତି ଦେହୁରୀ ସଞ୍ଜୟ ଦିଗାଲ ଓ ଗ୍ରାମ ବାସୀ ।

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଭୁକ୍ତାକାନାଲି ଗ୍ରାମରୁ ପ୍ରତାପ ଦିଗାଲ ଙ୍କ ରିପୋର୍ଟ ଜିଲ୍ଲା ଖବର ।



