Sunday, October 11, 2026
Home ଅପରାଧ ବସ-ବାଈକ ମୁହାଁମୁହିଁ ଧକ୍କା, ଯୁବକ ଗୁରୁତର।

ବସ-ବାଈକ ମୁହାଁମୁହିଁ ଧକ୍କା, ଯୁବକ ଗୁରୁତର।

323

ଶେରଗଡ଼ , ୧୦/୦୫/୨୨ ( ଜିଲ୍ଲା ଖବର ) : ଶେରଗଡ ନିକଟସ୍ଥ ହରିକୃଷ୍ଣପୁର ଗ୍ରାମ ଶିବ ମନ୍ଦିର ସାମନାରେ ବସ କୁ ବାଈକ ମୁହାଁମୁହିଁ ଧକ୍କା ହୋଇଥିଲା।

ବାଈକ ଚାଳକ ଶେରଗଡ ଥାନା ବାଦଗଡ ଗ୍ରାମର ଶଙ୍କର ସ୍ବାଇଁ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ହେବା ପାଇଁ ସ୍ଥାନାନ୍ତରିତ ହୋଈଛନ୍ତି।


ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।