Sunday, October 11, 2026
Home ଅପରାଧ ଲୋମ ଟାଙ୍କୁରା ସଡ଼କ ଦୁର୍ଘଟଣା।

ଲୋମ ଟାଙ୍କୁରା ସଡ଼କ ଦୁର୍ଘଟଣା।

151

ଅନଙ୍ଗପୁର , ୦୮/୦୫/୨୨ ( ଜିଲ୍ଲା ଖବର ) : ଆଜି ସନ୍ଧ୍ୟା ୫ଘ. ସମୟ ରେ ଦିଗପହଣ୍ଡି ଥାନା ଅଧୀନସ୍ଥ ଅନଙ୍ଗପୁର ଛକରେ ଚୁଡଙ୍ଗପୁର ଗ୍ରାମର P. ଶ୍ୟାମ ଘନ ପାତ୍ର ଓରଫ ଲଣ୍ଡା ବୟସ(୩୪),ପିତା- P. ବାଙ୍କୁଲୁ ପାତ୍ର ଏକ ଦୁଇ ଚକିଆ ଏକ୍ସେଲ ଯୋଗେ ବ୍ରହ୍ମପୁର ରୁ ଫେରୁଥିବା ବେଳେ ଏକ ଅଜଣା ଦ୍ରୁତଗାମୀ ପିକ୍କପ୍(Pick up) ଧକ୍କାରେ ମୃତ୍ୟୁ।