Home ଆଞ୍ଚଳିକ ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ଲାଗିଥିବା ଝାଡ଼ାବାନ୍ତି ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଗ୍ରାମକୁ...

ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ଲାଗିଥିବା ଝାଡ଼ାବାନ୍ତି ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଗ୍ରାମକୁ ଗ୍ରାମ ବୁଲୁଛନ୍ତି।

74

ଶେରଗଡ଼ , ୦୫/୦୫/୨୨ ( ଜିଲ୍ଲା ଖବର ) : ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ଲାଗିଥିବା ଝାଡ଼ାବାନ୍ତି ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଆଜି ସଂଧ୍ୟାରେ ଠୁରୁବୁରାଇ ପଞ୍ଚାୟତ ଖାସପା ଗ୍ରାମ ରେ ପହଞ୍ଚି ବ୍ୟାପୀ ଥିବା ଝାଡ଼ାବାନ୍ତି ସମ୍ପର୍କରେ ବୁଝିଥିଲେ।

ଗ୍ରାମବାସୀଙ୍କୁ ପ୍ରତିକାର ନିମନ୍ତେ ବୁଝାଇଥିଲେ। କିଛି ଆକ୍ରାନ୍ତ ଙ୍କୁ ଚିକିତ୍ସା କରି ଔଷଧ ପ୍ରଦାନ କରିଥିଲେ। ମହୁପାଦର ଗ୍ରାମପଞ୍ଚାୟତର ପଦ୍ମପୁର ଓ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ଗୋବିନ୍ଦପୁର ମଧ୍ୟ ଆକ୍ରାନ୍ତ ହେଇଥିଲେ ବୁଲୁଛନ୍ତି l
ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ