Home ଆଞ୍ଚଳିକ ବିଦ୍ୟାଳୟକୁ ଆସୁଥିବା ମାଗଣା ବହିକୁ ବିକୁଥିବା ସମୟରେ ଧରାପଡିଲେ ଶିକ୍ଷୟତ୍ରୀ ।

ବିଦ୍ୟାଳୟକୁ ଆସୁଥିବା ମାଗଣା ବହିକୁ ବିକୁଥିବା ସମୟରେ ଧରାପଡିଲେ ଶିକ୍ଷୟତ୍ରୀ ।

150

ବ୍ରହ୍ମପୁର/ ସାନଖେମୁଣ୍ଡି ( ଜିଲ୍ଲା ଖବର ) : ସାନଖେମୁଣ୍ଡି ବ୍ଲକ ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ଜଣେ ଶିକ୍ଷୟତ୍ରୀ ସାଵତ୍ରୀ ଦେବୀ ସର୍ବ ଶିକ୍ଷା ଅଭିଯାନ ରେ ସରକାର ଙ୍କ ମାଗଣା ବହି ବିକ୍ରି କରୁଥିବା ବେଳେ ଶିକ୍ଷୟତ୍ରୀ ଙ୍କୁ କାବୁ କଲେ ଗ୍ରାମବାସୀ। ଆସୁଥିବା ବିଦ୍ୟାଳୟକୁ ବହିକୁ ଶିକ୍ଷୟତ୍ରୀ ପଇସା ନେଇ ବିକୁଥିବା ସହ ବଲକିବା ସବୁ ବହିକୁ ବିକୁଥିବା ଜଣାପଡିଛି। ପାଟପୁର ବଟେଶ୍ୱରୀ ଛକ ନିକଟରେ ବିକ୍ରି କରୁଥିବା ଶିକ୍ଷୟତ୍ରୀ ଙ୍କୁ ଘେରିଲେ ଗ୍ରାମବାସୀ। ସରକାର ମାଗଣା ବହି ଗୁଡିକ ଛାତ୍ର ଛାତ୍ରୀ ଙ୍କୁ ପ୍ରଦାନ କରିବା ବଦଳରେ କିଭଳି ବହି ଗୁଡିକ ଶିକ୍ଷୟତ୍ରୀ ବିକ୍ରି କରୁଛନ୍ତି ତାହାକୁ ନେଇ ବିଦ୍ୟାଳୟ ପରିସର ରେ ବର୍ତ୍ତମାନ ଚାଲିଛି ଉତେଜନା।ସାନଖେମୁଣ୍ଡି ବିଇଓ ମୁକୁନ୍ଦ ଚନ୍ଦ୍ର ପାଢ଼ୀ, ଏବିଇଓ କୈଳାସ ଚନ୍ଦ୍ର ପାଣିଗ୍ରାହୀ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଘେରିଲେ ଗ୍ରାମବାସୀ। ଏହା ହେଉଛି ସରକାରଙ୍କ5T ଯୋଜନାର ସୁଫଳ ପରିଣତ।

ରିପୋର୍ଟ ପ୍ରଫୁଲ୍ଲ ସାବତ।