
ବ୍ରହ୍ମପୁର =ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ପରିପ୍ରେକ୍ଷୀରେ ଆଜି କୁକୁଡାଖଣ୍ଡି ବ୍ଲକର ପାଣ୍ଡିଆଝୋଳି ଗାଁରେ ଅକ୍ଷୟ ମୁଠି ପୂଜା କରାଯାଇଛି l

କିଷାନ କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ବୃନ୍ଦାବନ ଖଟେଇ ଙ୍କ ସମେତ ବ୍ଲକର ଅନେକ ଚାଷୀ ଯୋଗ ଦେଇ ଏହି ବର୍ଷର ଚାଷ କାମର ଶୁଭ ଆରମ୍ଭ କରିଥିଲେ l

ଶ୍ରମିକ ନେତା ତଥା ଆଇନଜୀବି ପୀତବାସ ପଣ୍ଡା, ସାଇ ପ୍ରସାଦ ପାତ୍ର, ସୁବାସ ରାଉତ, କାସିନାଥ ସେଠି, ସୁବାସ ବେହେରା, ପଞ୍ଚୁ ସେଠି, ମହେନ୍ଦ୍ର ସାହୁ, ରାଜେନ୍ଦ୍ର ନାୟକ, ରାମ ହରି ବେହେରା,ଜବାହର ବେହେରା, ପିଙ୍କୁ ବେହେରା ପ୍ରମୁଖ ଯୋଗ ଦେଇ ଥିଲେ ।


