Home ଆଞ୍ଚଳିକ ମଣ୍ଡି ନ ଖୋଲିବା ହେତୁ ଚାଷୀ ହନ୍ତସନ୍ତ ।

ମଣ୍ଡି ନ ଖୋଲିବା ହେତୁ ଚାଷୀ ହନ୍ତସନ୍ତ ।

35

ସାନଖେମୁଣ୍ଡି ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମଳାଭଣଞ୍ଜା ଗ୍ରାମରେ କେତେ ଗୁଡିଏ ଚାଷି ସମବାୟ ସମିତି ଅଫିସ୍ ଆଗରେ ଧାରଣା କରି ଘେରି ରର୍ହିଥିଲେ ।ସେମାନଙ୍କ ଦାବି ମଣ୍ଡିଖୋଲିବା ସକାସେ ବି ମଣ୍ଡିରେ ଧାନ ନେବାର ନା ଧରୁନାହାନ୍ତି ସରକାରି ବାବୁମାନେ ଏପଟେ କେତେଗୁଡିଏ ଚାଷୀ ଙ୍କ ମଣ୍ଡିରେ ନାମହିଁ ନାଇ ସେମାନେ ଧାନ କିଭଳି ଦେବେବୋଲି ଚିନ୍ତା ଗ୍ରସ୍ତ ହୋଇପଡିଛନ୍ତି ସେଠାକାର ସେକେରେର୍ଟରି ବିପିନି ଶଡ଼ଙ୍ଗି ଙ୍କୁ ପଚାରି ବୁଝିଥିଲେ ଜେ ଆମେ ଧାନ କିଭଳି ବିକ୍ରି କରିବୁ ବୋଲି ସେ ସିଧା ସଳଖ ମନା କରି ଦେଇଥିଲେ, କହିଥିଲେ ମୋ ହାତରେ କିଛି ନାଇବୋଲି।ଏପଟେ ଵଣୁଆ ହାତୀର ଉପଦ୍ରବ୍ୟ ଦେଖି ଗ୍ରାମର ଚାଷୀ ମାନେ ଭୟବିତ ହୋଇପଡିଛନ୍ତି ।ସମବାୟ ସମିତି ଅଫିସ ଆଗରେ ଧାରଣା କରି ବସିରହିଥିଲେ।ତୁରନ୍ତ ମଣ୍ଡି ନ ଖୋଲିଲେ ଚାଷୀ ରାଜ ରାସ୍ତାକୁ ଓଲେଇବେ ବୋଲି କହିଚନ୍ତି ।

ରିପୋର୍ଟ ପ୍ରଫୁଲ ସାବତ ।