Monday, November 16, 2026
Home ଆଞ୍ଚଳିକ ଭଞ୍ଜନଗରର ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲାପାଳ ଓ ମନ୍ତ୍ରୀ

ଭଞ୍ଜନଗରର ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲାପାଳ ଓ ମନ୍ତ୍ରୀ

56

ଭଞ୍ଜନଗର , ୨୭/୦୪/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଭଞ୍ଜନଗର ଠାରେ ନୂତନ ଆଇ.ଟି.ଆଇ କଲେଜ୍ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ପୁରୁଣା ଜେଲ ଭିତରେ ଚାଲିଥିଲା ଇନ୍‌ଡୋର ଷ୍ଟାଡ଼ିୟମ, ମାର୍କେଟ କେମ୍ପ୍ଲେକ୍ସ ପରି ବିଭିନ୍ନ କାମ ର ତଦାରଖ କରିଛନ୍ତି ।

ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ

ଏଥିରେ ଗଞ୍ଜାମ ଜିଲ୍ଲାପାଳ,ଭଞ୍ଜନଗର ଉପଜିଲ୍ଲାପାଳ,ଭଞ୍ଜନଗର ବି.ଡି.ଓ, ତହସିଲଦାର, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ,

ପିଡବ୍ଲୁଡି ର କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜଳସମ୍ପଦ ବିଭାଗର ଯନ୍ତ୍ରୀ ଉପସ୍ଥିତ ଥିଲେ ।