
ହିଞ୍ଜିଳି କାଟୁ, ୨୬/୦୪/୨୨ ( ଜିଲ୍ଲା ଖବର ) : ହିଞ୍ଜିଳିକାଟୁ ମେଣ୍ଢାଖାଇ ପାହାଡ଼ରେ ଥିବା ବିଭିନ୍ନ ପକ୍ଷୀ ଓ ମୟୂର ମାନଙ୍କ ସୁରକ୍ଷା ଓ

ଗ୍ରୀଷ୍ମ ପ୍ରବାହ ରୁ ନିସ୍ତାର ସକାଶେ ତ୍ରିରଙ୍ଗା ସେବା ସଙ୍ଘ ତରଫରୁ ଏକ ସଚେତନତା ରାଲି ନୂଆଗଡ଼ ଓ ରେଗିଡି ସାହି ଅଂଚଳରେ କରାଯାଇଥିଲା

ଲୋକ ମାନଙ୍କୁ ନିବେଦନ କରାଯାଇଥିଲା ସମସ୍ତେ ନିଜ ଛାତ ଓ ଘର ବାରି ପଟେ ପକ୍ଷୀ ମାନଙ୍କ ପାଇଁ ପାଣି ର ବ୍ୟବସ୍ଥା କରନ୍ତୁ ।


