
ଆସିକା , ୨୪/୦୪/୨୨ ( ଜିଲ୍ଲା ଖବର ) : ଆସିକା ପୋଲିସ ପକ୍ଷରୁ ପାକଲାପଲ୍ଲୀ ଛକ ଠାରେ ବ୍ଲକିଙ୍ଗ କରିଥିଲେ।


ଆସିକା ଥାନାର ଶିକ୍ଷା ନିବେଶ ଆଇ ପି ଏସ ଅଧିକାରୀ ନଚିକେତ ସିଲକେଙ୍କ ନେତୃତ୍ୱରେ ଥାନା ଅଧିକାରୀ ପ୍ରଶାନ୍ତ ସାହୁ

ସଦଳବଳେ ଚଢ଼ାଉ କରିଥିବା ବେଳେ କେତେକ ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବା

ଟେଷ୍ଟିଂ ମେସିନ ଦ୍ୱାରା ପ୍ରମାଣିତ ହେବା ପରେ ଚାରି ଗୋଟି ଚାରି ଛକିଆ ସିଜ

କରି ପୋଲିସ ୭୦ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି।



