Saturday, November 14, 2026
Home ଆଞ୍ଚଳିକ ଚକା ପାଦ ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ।

ଚକା ପାଦ ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ।

130

ଭଞ୍ଜନଗର , ୨୧/୦୪ /୨୨ ( ଜିଲ୍ଲା ଖବର ) : ଚକାପାଦ ବ୍ଲକ ଅନ୍ତର୍ଗତ ସଂସ୍କୃତ ମହା ବିଦ୍ୟାଳୟ ଠାରେ ଏକ ମେଗା ସ୍ୱାସ୍ଥ୍ୟ ମେଳା ଚକା ପାଦ ଡାକ୍ତରଖାନା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଚକାପାଦ ଅଧ୍ୟକ୍ଷା ବୈନେତ୍ରୀ କହଁର ଯୋଗ ଦେଇଥିଲେ।


ଏଠାରେ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ସହ ମେଡିସିନ ଯୋଗାଇ ଦିଆଯାଇଛି।

ତା ଛଡା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ବିଭିନ୍ନ ଗ୍ରାମରୁ ଶତାଧିକ ଲୋକମାନେ ଯୋଗଦେଇଥିଲେ ଓ ରକ୍ତଦାନ ମଧ୍ୟ କରିଥିଲେ।