Friday, November 13, 2026
Home ଆଞ୍ଚଳିକ ଭଞ୍ଜନଗରରେ ସ୍ୱଚ୍ଛ ଭାରତ ଅଭିଯାନ।

ଭଞ୍ଜନଗରରେ ସ୍ୱଚ୍ଛ ଭାରତ ଅଭିଯାନ।

55

ଭଞ୍ଜନଗର , ୧୮/୦୪/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ଭାରତୀୟ ଜନତା ଦଳ ଦ୍ୱାରା ସ୍ଵଛ ଅଭିଯାନ ପରିପ୍ରେକ୍ଷୀରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।

ଦଳର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ଓ ଭଞ୍ଜନଗର ର ବିଭିନ୍ନ ସାହି ,ବସ ଷ୍ଟାଣ୍ଡ ତଥା ବାଉଁସଲଉଣ୍ଡି ଗ୍ରାମରେ ସଫେଇ କରାଯାଇଥିଲା।


ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସ୍ବଛ ଭାରତ ଅଭିଯାନକୁ ଲୋକେ ପ୍ରଶଂସା କରିବା ସହ ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତ ସଫେଇ କରାଯିବ ବୋଲି ବିଜେପି ମୁଖ୍ୟ ପ୍ରଦ୍ୟୁମ୍ନ ନାୟକ ପ୍ରକାଶ କରିଥିଲେ।


ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ଶିବ ମହାପାତ୍ର,

ରବି ଗୌଡ଼ କାଳୁ,ମନୋଜ,ବିଦେଶୀ,ସରୋଜ,ମାନସ ପ୍ରମୁଖ ଯୋଗଦେଇଥିଲେ।